ଅନ୍‌ଲାଇନ୍, ଅଫ୍‌ଲାଇନ୍, ଯିବା ସମୟରେ

ଘରେ, କାର୍ଯ୍ୟ ସ୍ଥାନରେ, କିମ୍ଵା ଯେଉଁ ଠାରେ ବି ଥାଆନ୍ତୁ—ଆପଣ ଆବଶ୍ୟକ କରୁଥିବା ଭାଷାରେ ଯୋଗାଯୋଗ କରନ୍ତୁ, ଯେତେବେଳେ ଆପଣ ଏହା ଆବଶ୍ୟକ କରିବେ।

ଆପଣଙ୍କ ପାଇଁ ବ୍ୟକ୍ତିଗତକରଣ, ଆପଣଙ୍କ ଦ୍ଵାରା

Google Input Tools ଆପଣଙ୍କର ସଂଶୋଧନ ମନେରଖେ ଏବଂ ନୂତନ କିମ୍ଵା ଅଣସାଧାରଣ ଶଦ୍ଦ କିମ୍ଵା ନାମଗୁଡିକ ପାଇଁ ଏକ କଷ୍ଟୋମ୍ ହୋଇଥିବା ଅଭିଧାନ ପରିଚାଳିତ କରେ।

ଆପଣ ଚାହୁଁଥିବା ଭାବରେ ଟାଇପ୍ କରନ୍ତୁ

ଆପଣ ଚାହୁଁଥିବା ଶୈଳୀ ଏବଂ ଭାଷାରେ ଆପଣଙ୍କର ବାର୍ତ୍ତା ପ୍ରାପ୍ତ କରନ୍ତୁ। ଟାଇପିଂ କରିବା ଅଖଣ୍ଡ ଭାବରେ 80 ଠାରୁ ଅଧିକ ଭାଷାଗୁଡିକ ଏବଂ ଇନ୍‌ପୁଟ୍ ପଦ୍ଧତିଗୁଡିକ ମଧ୍ୟରେ ସୁଇଚ୍ କରନ୍ତୁ।